ନିଟ୍‌-ୟୁଜି ୨୦୨୪ ପରୀକ୍ଷା ଫଳ ପ୍ରକାଶ

ପ୍ରକାଶ ପାଇଲା ନିଟ୍‌ ୟୁଜି ୨୦୨୪ ପରୀକ୍ଷା ଫଳ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ଆଜି ଏଫିସିଆଲ ୱେବସାଇଟରେ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର (ନିଟ୍-ୟୁଜି) ୨୦୨୪ ପ୍ରକାଶ କରିଛି । ଏନଟିଏ ୱେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରୱାରୀ ଏବଂ କେନ୍ଦ୍ରୱାରୀ ତଥ୍ୟ ଉପଲବ୍ଧ କରାଯାଇଛି । ଛାତ୍ରଛାତ୍ରୀମାନେ Exams.nta.ac.in/NEET/  ଏବଂ neet.ntaonline.in ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *