ରେପୋ ରେଟ୍ ଅପରିବର୍ତ୍ତିତ : ଆରବିଆଇର ଘୋଷଣା

ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି । ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିସ୍ତୃତ ଭାବେ ଘୋଷଣା କରିଛନ୍ତି । କ୍ରମାଗତ ନବମ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ଘୋଷଣା ହେବା ପରେ ଏବେ ହୋମ-ଅଟୋ ଲୋନର ଇଏମଆଇର ହ୍ରାସ-ବୃଦ୍ଧିକୁ ନେଇ ସ୍ପଷ୍ଟ ହୋଇଯାଇଛି । ଅଗଷ୍ଟ ମାସର ମୁଦ୍ରା ନୀତି ସମୀକ୍ଷାରେ ଆରବିଆଇ ପୂର୍ବ ପରି ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *