ୟୁଜିସି ନେଟ୍ ଡିସେମ୍ବର ୨୦୨୪ ପଇଁ କାର୍ଯ୍ୟସୂଚୀ ଜାରୀ ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ । ୮୫ଟି ବିଷୟରେ ପରୀକ୍ଷା ହେବ । ୨ଟି ସିପ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସମସ୍ତ ସୂଚନା ଏନଟିଏ ୱେବସାଇଟ୍ www.ugcnet.nta.ac.in ରେ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now