ଓଡ଼ିଶାଶିକ୍ଷା/ଗବେଷଣା

ଆଗାମୀ ଏପ୍ରିଲ ୨୦ରୁ ହେବ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଆଗାମୀ ୨୦ ଫେବୃଆରୀ ୨୦୨୪ ରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ରେ ଶେଷ ହେବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏଥିପାଇଁ ଚଳିତ ବର୍ଷ ଅକ୍ଟୋବର ମାସରେ ଫର୍ମ ପୂରଣ କରାଯିବ । ମେଟ୍ରିକ ପରୀକ୍ଷାର ଖାତା ଦେଖା ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ୧୨ ଦିନ ମଧ୍ୟରେ ଶେଷ ହେବ। ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published.

Back to top button