ପ୍ରବାହ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜୟୀନ୍ତି ଦିବସ । ସେ ଥିଲେ ଜଣେ ମହାନ ପୁରୁଷ ଏବଂ ସେ ନୂଆ ଓଡିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସ୍ୱାଧୀନତା ପରେ ଓଡିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢି ତୋଳିବାକୁ ଦେଖିଥିଲେ ସ୍ୱପ୍ନ।୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରାଡ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥଲେ । ସେ ଆଧୁନିକ ଓଡିଶାକୁ ଆଗେଇ ନେଇଥିଲେ ବିଜୁବାବୁ । ସେ ଥିଲେ କଳିଙ୍ଗ ମାଟି ର ଜଣେ ମହାନ ପୁରୁଷ। ଗାଁ ର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟଲ ଓ ମହିଳା ସଶକ୍ତୀକରଣ ପାଇଁ ସ୍ୱପ୍ନ ଦେଖିଥିଲେ ବିଜୁବାବୁ ଯହା ଏବେ ବିଜୁ ଜନତା ପକ୍ଷରୁ ପ୍ରୟାସ ଜାରି ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now