ଆରମ୍ଭ ହେଲା ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା

ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ ହେଲା ପିପଲପଙ୍କା ପାଖରୁ l ୧୦ ଦିନ ଧରି ପାଖାପାଖି ୨୦୦ ଟି ଗାଁକୁ ଅତିକ୍ରମ କରି ଆସନ୍ତା ୨୫ ତାରିଖରେ ନଦୀର ମୁହାଣ ନିକଟରେ ପହଞ୍ଚିବ lପିପଲପଂକା ନିକଟରେ ବନ୍ଧ ହେଲେ ନଦୀ ତାର ଅସ୍ତିତ୍ୱ ହରାଇବ l ବର୍ତ୍ତମାନ ବର୍ଷର ୮ ମାସ ପାଣିର ପ୍ରବାହ ନାହିଁ ନଦୀରେ l ବନ୍ଧ ପରିବର୍ତ୍ତେ ନଦୀ ଅବବାହିକାରେ ଜଳ ସଂରକ୍ଷଣ ଓ ଋଷିକୂଲ୍ୟାର ଶାଖା ନଦୀ ଗୁଡ଼ିକରେ ନିର୍ମିତ ବନ୍ଧର ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର କରିବା ଜରୁରୀ lସରକାର ସେଥିପ୍ରତି ଦୃଷ୍ଟି ନଦେଇ କେବଳ ଶିଳ୍ପ ପାଇଁ ବନ୍ଧ ନିର୍ମାଣ ଗ୍ରହଣୀୟ ନୁହଁ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *