ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛୁ, ଖୁବ ଶୀଘ୍ର ଶିମିଳିପାଳକୁ ଆସିବ ଜିନ୍ନତ। ପଶ୍ଚିମବଙ୍ଗର ଗୋପାଳପୁର ଗାଁରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି । ପଶ୍ଚିମବଙ୍ଗର ଆଲିପୁର ଜୁ ର ଗୋଟିଏ ଏନକ୍ଲୋଜରରେ ଅଛି ଜିନ୍ନତ । ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣା ଯିବା ପରେ ଯମୁନା ପାଇଁ ହୋଇଥିବା ସାଉଥ ଏନକ୍ଲୋଜର ରେ କିଛି ଦିନ ରହିବ ଜିନ୍ନତ ବୋଲି କହିଛନ୍ତି ପିସିସିଏଫ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now