ଆସନ୍ତା ୨୪ରେ ଓଡିଶା ଆସୁଛନ୍ତି ରାଷ୍ଚ୍ରୁ ପତି ଦ୍ରୌପଦୀ ମୁର୍ମୁ । କଡାକଡି ସୁରକ୍ଷା ପାଇଁ ଟ୍ରାଫିକ କଟକଣା କଲା କମିଶନରେଟ ପୋଲିସ । ଆସନ୍ତା ୨୪ରେ ଅପରାହ୍ଣ ୫ଟା ୨୫ ରୁ ସନ୍ଧ୍ୟା ଯାଏ କଟକଣା ଜାରି ରହିବ। ଏୟାରପୋର୍ଟ ଛକ ରୁ ରାଜଭବନ ଯାଏଁ ବନ୍ଦ ରହିବ । ଉପରୋକ୍ତ ରାସ୍ତା ରେ ନ ଯାଇ ଅନ୍ୟ ରାସ୍ତାରେ ଯାତାୟାତା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ୨୫ ତାରିଖ ରେ ସକାଳ ୮ଟା ରୁ ୯ଟା ଯାଇ କଟକଣା ଜାରିକରାଜାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now