ପୁଣି ଦନ୍ତାହାତୀର ମୃତ୍ୟୁ

Spread the love

ଖୋର୍ଦ୍ଧା ଟାଙ୍ଗି ରେଞ୍ଜ ଅଧିନସ୍ଥ ଡମଣ ଭୁଇଁ ଗ୍ରାମରେ ଦନ୍ତାହାତୀ ମୃତ ଘଟିଛି। ହାତୀଟିର କେଉଁ କାରଣରୁ ମୃତ୍ୟୁ ହୋଇଛି ସେନେଇ କୌଣସି ସଠିକ କାରଣ ଜଣାପଡିନାହିଁ। ସ୍ଥାନୀୟ ଲୋକମାନେ ମୃତ ହାତୀକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଛନ୍ତି କିନ୍ତୁ ବନ ବିଭାଗ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚି ନାହିଁ।

Leave a Reply

Your email address will not be published. Required fields are marked *