ମୁଣ୍ଡଳୀ ଟୋଲ ଗେଟ ଘଟଣା, ଛତିଶଗଡ଼ ପର୍ଯ୍ୟଟକ ଙ୍କୁ ଆକ୍ରମଣ କରି ୪ଜଣ ଅଟକ, ବିଜେପି ନେତା ଅଭୟ ବାରିକଙ୍କ ରାସ୍ତା ରୋକ

ବିଜେପି ନେତା ଅଭୟ ବାରିକଙ୍କ ରାସ୍ତା ରୋକ ଫଳରେ ସବୁଦିନ ପାଇଁ ମୁଣ୍ଡଳି ଟୋଲ ଗେଟ କୁ ବନ୍ଦ କଲେ ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ । ଆଜିଠୁ ସମସ୍ତ ଯାତ୍ରୀ ନିଶୁଳ୍କ ରେ ଯାତାୟାତ କରିବେ ମୁଣ୍ଡଳି ଟୋଲ ଗେଟ ରେ।ସେପଟେ ଟୋଲ ଗେଟ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପଡିବା  ଖବର ପୋଲିସ ପ୍ରଶାସନ ବିଜେପି ନେତା ଶ୍ରୀଯୁକ୍ତ ବାରିକ ଙ୍କୁ ସୂଚନା ଦେବା ପରେ ରାସ୍ତା ରୋକ ସହିତ ଧାରଣା ହଟିଥିଲା

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *