ସୀତାରାମପୁର ଗାଁ ରେ ହାତୀ ଆତଙ୍କ

ଚମ୍ପୁଆ ରେଞ୍ଜ ସୀତାରାମପୁର ଗାଁରେ ଆଜି ସକାଳୁ ଏକ ଗେlଠ ଛଡା ଦନ୍ତା ପ୍ରବେଶ କରିଥିବା ବେଳେ ହାତୀକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l ହାତୀଟି ସକାଳୁ ସଦର ରେଞ୍ଜରୁ ଚମ୍ପୁଆ ରେଞ୍ଜରେ ପ୍ରବେଶ କରିଥିବା ବେଳେ ଚକୁଳିଆ ଗାଁରେ ଏକ ଗାଇକୁ ଆକ୍ରମଣ କରି ମାରି ଦେଇଥିବା ଜଣାପଡିଛି lଏପରିକି ସୀତାରାମପୁର ଗାଁରେ ଦୁଇଟି ଘର ଭାଙ୍ଗିଦବା ମଧ୍ୟ ଜଣାପଡିଛି l ସୂଚନାଯେlଗ୍ୟ କି ଗତକାଲି ମୟୁରଭଞ୍ଜ ଆଡୁ ଏକ ଚାରିଦଳିଆ ହାତୀପଲ ଚମ୍ପୁଆ ରେଞ୍ଜକୁ ଆସିଥିବା ବେଳେ ଏହି ହାତୀ ପଲ ଝାଲିଆବେଡା ଗାଁ ଜଙ୍ଗଲରେ ଥିବା ଜଣାପଡିଛି l ଏହି ହାତୀ ପଲ ଗତ ରାତି ଚମ୍ପୁଆ ବ୍ଲକ ବରପଦା ଗ୍ରାମରେ ବ୍ୟାପକ ପନିପରିବା ନଷ୍ଟ କରିଥିବାରୁ ହାତୀପଲକୁ଼ ନେଇ ଲେlକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ବୋଲି ସୂଚନା ମିଳିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *