ଓଡ଼ିଶାପାଣିପାଗ ଓ ପରିବେଶ

ସାରା ରାଜ୍ୟରେ ପ୍ରବଳ ବର୍ଷା, ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ଲଗାଣ ବର୍ଷା ଜାରୀ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୮୩. ୩ ମିମି ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Leave a Reply

Your email address will not be published.

Back to top button