ଆରମ୍ଭ ହେଲା ମୋହନ ସରକାର

Spread the love

ଓଡ଼ିଶାରେ ଆରମ୍ଭ ହେଲା ମୋହନ ସରକାର । ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ୨୪ ବର୍ଷ ପରେ ଓଡ଼ିଶାରେ ନୂଆ ସରକାର । ବିଧିବଦ୍ଧ ଭାବେ ଓଡ଼ିଶାରେ ଆରମ୍ଭ ହେଲା ବିଜେପି ସରକାର । ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ମୋହନ ଚରଣ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *