ଓଡ଼ିଶାରାଜ୍ୟଶିକ୍ଷା/ଗବେଷଣା

ଜୁନ ୧୮ ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ ୧୮ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ ଓ ମଧ୍ୟମା ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦେଇଛି କଟକ ବୋର୍ଡ । ଦିନ ୧୨ ଟା ସୁଦ୍ଧା ଛାତ୍ରଛାତ୍ରୀ ମାନେ ନିଜର ରେଜଲ୍ଟ ଜାଣିପାରିବେ । ଏ ବର୍ଷ ୩୧୬ଟି ନୋଡାଲ ସେଣ୍ଟର ଓ ୩୨୧୮ଟି ପରୀକ୍ଷା କେନ୍ଦ୍ର ରେ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । । ଏପ୍ରିଲ ୩ ରୁ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ କରିଥିଲେ ।

Leave a Reply

Your email address will not be published.

Back to top button