ପ୍ରକଳ୍ପ ବିଳମ୍ବ ପାଇଁ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ରାଜସ୍ୱ ମନ୍ତ୍ରୀଙ୍କୁ କେନ୍ଦ୍ରୀୟ ପ୍ରକଳ୍ପ ବିଳମ୍ବ ଚିନ୍ତା ରେଳ ଏବଂ ଜାତୀୟ ରାଜସ୍ୱ ମନ୍ତ୍ରୀଙ୍କୁ କେନ୍ଦ୍ରୀୟ ପ୍ରକଳ୍ପ ବିଳମ୍ବ ଚିନ୍ତା  ରେଳ ଏବଂ ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କୁ ଡାକି କଲେ ବୈଠକ ପ୍ରକଳ୍ପ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ରାଜପଥ ବିଭାଗ ଅଧିକାରୀଙ୍କୁ ଡାକି କଲେ ବୈଠକ । ପ୍ରକଳ୍ପ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ପ୍ରତି 3 ମାସରେ ହେବ ସମୀକ୍ଷା ବୈଠକ। କେନ୍ଦ୍ର ରାଜ୍ୟ ମଧ୍ୟରେ ଏବଂ ବିଭାଗୀୟ ସମନ୍ୱୟ ପାଇଁ ତିଆରି ହେବ ମେକାନିଜମ। ଯେଉଁଥିରେ ରାଜସ୍ୱ। ଜଙ୍ଗଲ ବିଭାଗ ସହ ରେଳ ଏବଂ ଜାତୀୟ ରାଜପଥର ଅଧିକାରୀ ଏବଂ 30 ଟି ଜିଲ୍ଲାର ଜିଲ୍ଲାପାଳ ଭିସି ଜରିଆରେ ଉପସ୍ଥିତି ଥିଲେ ବୈଠକରେ ବିଭିନ୍ନ ଜିଲ୍ଲାର କେନ୍ଦ୍ରୀୟ ପ୍ରକଳ୍ପର ସ୍ଥିତି ଏବଂ ଜମି ଅଧିଗ୍ରହଣ ରିପୋର୍ଟ ରଖିଥିଲେ ଜିଲ୍ଲାପାଳ । ବୈଠକ ପରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ବିଭିନ୍ନ ଅଧିକାରୀ ମନେ ସମ୍ପର୍କ ରଖି କରି ପ୍ରକଳ୍ପ ଆଗକୁ ଯିବା କଥା । ସବୁ ପ୍ରକଳ୍ପର ସମୀକ୍ଷା ହୋଇଛି ପୂର୍ବ ସରକାରରେ ସମନ୍ୱୟ ପାଇଁ କୌଣସି ସିଷ୍ଟମ ନଥିଲା ନୂଆ ସରକାର ସେ ସିଷ୍ଟମ କରିବେ ସମୀକ୍ଷାରେ 50 ବର୍ଷ ହେଲା ଖୋର୍ଦ୍ଦା ବଲାଙ୍ଗୀର, ବିମଳଗଡ଼  ତାଳଚେର ରେଳ ପ୍ରକଳ୍ପ, କଳାହାଣ୍ଡିରେ ରେଳ ୱାଗନ ବିଳମ୍ବ ନେଇ ଆଲୋଚନା ମଧ୍ୟ ହୋଇଛି ଏଣିକି ପ୍ରତି 3 ମାସରେ ସମୀକ୍ଷା ହୋଇ ଆଗାମୀ ରୋଡ଼ ମ୍ୟାପ ତିଆରି ହେବ ବିଳମ୍ବ ହେବାରୁ ପ୍ରକଳ୍ପ ଖର୍ଚ୍ଚ ବଢ଼ି ଯାଉଛି ସମନ୍ୱୟ ଦାୟିତ୍ୱ ନିଜେ ନେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *