ରଘୁବର ଦାସଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା

ରାଜ୍ୟ ଅତିଥି ଭବନରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ଦିଆଗଲା ବିଦାୟ କାଳୀନ ସମ୍ୱର୍ଦ୍ଧନା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ରଘୁବରଙ୍କୁ ବିଦାୟ ଦେବା ସହ ସମସ୍ତେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏପଟେ ବିଦାୟ ସମୟରେ ରାଜ୍ୟବାସୀକୁ ପ୍ରଂଶସା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ ଅଭିଯାନରେ ଓଡିଶା ମୁଖ୍ୟ ଭୂମିକା ନେବ ବୋଲି କହିଛନ୍ତି। ଅନ୍ୟପଟେ ରାଜଭବନରେ ମଧ୍ୟ ତାଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *