କଟକ ବଡ଼ ମେଡ଼ିକାଲରେ ଚାଲିଛି ବାହାନଗା ରେଳ ଦୁର୍ଘଟଣାରେ ଆହତ ୧୧୧ ଜଣଙ୍କ ଚିକିତ୍ସା : ଏମ୍ସରେ ମୃତଦେହ ଚିହ୍ନଟ ପାଇଁ ସମ୍ପର୍କିୟଙ୍କ ଭିଡ଼

Spread the love

କଟକ/ଭୁବନେଶ୍ଵର : କଟକ ବଡ଼ ମେଡ଼ିକାଲରେ ଚାଲିଛି ବାହାନଗା ରେଳ ଦୁର୍ଘଟଣାରେ ଆହତ ୧୧୧ ଜଣଙ୍କ ଚିକିତ୍ସା । ଏବେ ବି ୨୦ ଜଣ ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି । ଟ୍ରମା କେୟାରରେ ଥିବା ଜଣେ ଆହତଙ୍କ ଏଯାଏଁ ପରିଚୟ ମିଳିନଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଭୁବନେଶ୍ଵର ଏମ୍ସରେ ରଖାଯାଇଥିବା ମୃତଦେହ ଚିହ୍ନଟ ପାଇଁ ସେଠାରେ ସମ୍ପର୍କିୟଙ୍କ ଭିଡ଼ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *