ଓଡ଼ିଶା

କରଞ୍ଜିଆରେ ୧୭ ଟିକିଆ ହାତୀ ପଲଙ୍କ ଉପଦ୍ରବ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗାଁ ପାଖରେ ୧୭ ଟିକିଆ ଏକ ହାତୀ ପଲ ବୁଲୁ ଥିବାରୁ ଆଖପାଖ ୨୦ ଗ୍ରାମର ଲୋକେ ଆତଙ୍କିତ ହୋଇପଡିଛନ୍ତି । ନିଆଁହୁଳା ଦେଖାଇ ସେମାନେ ହାତୀକୁ ଜନବସତିରୁ ଜଙ୍ଗଲ ଆଡକୁ ଘଉଡାଇବାକୁ ଉଦ୍ୟମ କରିଛନ୍ତି । ଅନ୍ୟପକ୍ଷରେ ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

Leave a Reply

Your email address will not be published.

Back to top button