ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଦୁଇଟି ପଞ୍ଚାୟତର ୨୫ ଗାଁ ବାହ୍ୟଜଗତରୁ ବିଛିନ୍ନ

ବାରିପଦା : ପ୍ରବଳ ବର୍ଷା କାରଣରୁ ମୟୁରଭଞ୍ଜ ଜିଲ୍ଲାର ୫ଟି ପଞ୍ଚାୟତର ୨୫ରୁ ଉର୍ଧ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିବା ଜଣା ପଡିଛି । ଗୋଟିଏ ପଟେ ଦୁଧିଆଣି ପଞ୍ଚାୟତ ଓ ମିରିଗି ନେଣ୍ଡି ପଞ୍ଚାୟତର ଗାଁ ଗୁଡିକ ରହିଥିବା ବେଳେ ହାତିବାରୀରୁ କୁଦରସାହି ଗାଁ ଦେଇ ବହି ଯାଇଥିବା ବୁଢ଼ୀ ନଦୀ ପଲ ଉପରେ ୧୦ ଫୁଟ ଉଚ୍ଚତାରେ ପ୍ରବାହିତ ହେଉଛି । ବନ୍ୟା ଜଳ ଫଳରେ ଉଭୟ ପକ୍ଷରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *