ମୋ ଓଡିଶା ନବିନ ଓଡିଶା ଅନୁଦାନର ୫୦ ପ୍ରତିଶତ ସମିତି ସଭ୍ୟାଙ୍କୁ ଦିଆଯାଉ

Spread the love

ଜୟପୁର : ଜୟପୁର ବ୍ଲକ ଅଧନରେ ଥିବା ସମସ୍ତ ସମିଥି ସଭ୍ୟ ମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ବିଡିଓ ରାଜୀୟ ଦାସଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମୋ ଓଡିଶା ଓ ନବିନ ଓଡିଶା ରୁ ପ୍ରତ୍ୟେକ ପଞ୍ଚାୟତରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବା ନେଇ ଘୋଷଣା କରିଛନ୍ତି । ଏନେଇ ଆଜି ଜୟପୁର ବ୍ଲକରେ ଥିବା ପଞ୍ଚାୟତରେ ଥିବା ସମିତି ସଭ୍ୟା ମାନେ ଆସିବାକୁ ଥିବା ଅନୁଦାନରୁ ୫୦ ପ୍ରତିଶତ ସମିତି ସଭ୍ୟା ମାନଙ୍କୁ ପ୍ରଦାନ କରାଯାଉ, ପଞ୍ଚାୟତ ଓ ପଞ୍ଚାୟତସ ମିତିରେ ସମିତି ସଭ୍ୟା ମାନଙ୍କୁ ପଦ ମର୍ଯ୍ୟାଦା ଦିଆଯାଉ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ କାଯ୍ୟରେ ସମିତି ସଭ୍ୟା ସଭ୍ୟାଙ୍କ କାଉଣ୍ଟର ଦସ୍ତଖତ କରାଯାଉ ବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *