ଏମ୍ସରେ ଏଯାଏଁ ଚିହ୍ନଟ ହୋଇପାରିନି ୮୨ ମୃତଦେହ

ଭୁବନେଶ୍ଵର/ବାଲେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅଦ୍ୟାବଧି ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ହଜାରେରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ମୃତଦେହ ଚିହ୍ନଟ ଓ ସେମାନଙ୍କ ପରିବାରକୁ ଶବ ହସ୍ତାନ୍ତର ପ୍ରକ୍ରିୟା ଜାରୀ ରହିଛି । ତେବେ ଏମ୍ସରେ ଏଯାଏଁ ୮୨ଟି ମୃତଦେହ ଚିହ୍ନଟ ହୋଇପାରିନଥିବା ଜଣାପଡିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *