ଓଡ଼ିଶାପାଣିପାଗ ଓ ପରିବେଶରାଜ୍ୟ

ଦିନ ୧୧ଟା ୩୦ ସୁଦ୍ଧା ୧୦ ସହରର ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ, ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୯.୨ ଡ଼ିଗ୍ରୀ

ଭୁବନେଶ୍ଵର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ୧୦ଟି ସହରରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୯.୨ ଡ଼ିଗ୍ରୀ ରହିଛି ।

ସେହିପରି ସମ୍ବଲପୁରରେ ୩୯.୨ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୪ ଡ଼ିଗ୍ରୀ, ହୀରାକୁଦରେ ୩୭.୪ଡ଼ିଗ୍ରୀ, ଚାନ୍ଦବାଲିରେ ୩୫.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୫.୦ ଡ଼ିଗ୍ରୀ, ବାଲେଶ୍ଵରରେ ୩୫.୦ ଡ଼ିଗ୍ରୀ, ପୁରୀରେ ୩୩.୦ ଡ଼ିଗ୍ରୀ, ପାରାଦୀପରେ ୩୩.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published.

Back to top button