ଛୁଇବନ୍ଧ୍ ରାସ୍ତା କଡରେ ଟ୍ରକ ଥାଇ ଦୁର୍ଘଟଣା ଘଟଣା: ଥାନାରେ ଡ୍ରାଇଭର୍ ସହ ଟ୍ରକ ଅଟକ

Spread the love

ବଲାଙ୍ଗିର : ବଲାଙ୍ଗିର – ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଛୁଇବନ୍ଧରେ ରାସ୍ତାକଡରେ ଥିବା ଟ୍ରକକୁ ଏକ କାର୍ ପିଟି ଦେଇଥିବା ବେଳେ ଏଥିରେ କାର୍ରେ ବସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣାସ୍ଥଳରେ ହିିଁ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଆଜି ବଲାଙ୍ଗିର ସଦର ଥାନା ପୋଲିସ ଯେଉଁ ଟ୍ରକ୍କୁ କାର୍ ପିଟିଥିଲା ସଦର ଥାନାକୁ ସେହି ଟ୍ରକ ସହ ଟ୍ରକ ଡ୍ରାଇଭରକୁ ଆଣି ଅଟକ ରଖିଛି ।

Leave a Reply

Your email address will not be published. Required fields are marked *