ଛୁଇବନ୍ଧ୍ ସଡକ ଦୁର୍ଘଟଣା ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ବଲାଙ୍ଗିର ପୌରାଧ୍ୟକ୍ଷ

Spread the love

ବଲାଙ୍ଗିର : ବଲାଙ୍ଗିରରେ ଛୁଇଁବନ୍ଧରେ ଘଟିଯାଇଥିବା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ମୃତକଙ୍କ ପରିବାର ବର୍ଗଙ୍କୁ କନ୍ଧପାଲିପଡା ଓ ରାମଜୀପଡା ବାସଭବନରେ ସାକ୍ଷାତ କରିବା ସହିତ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ପାଇ ତାଙ୍କ ବାସଭବନରେ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସାକ୍ଷାତ କରି ସମସ୍ତ ସ୍ୱର୍ଗତ ଆତ୍ମାଙ୍କ ସଦ୍ଗତି କାମନା କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସମେତ ବିଜେଡି ନେତା ଡଃ ବାସୁଦେବ ପତି ଓ କାଉନସିଲର ସରିତା ଦାଶ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *