ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ହତ୍ୟାକାଣ୍ଡ ଏକ ସାଧାରଣ ଘଟଣା ହୋଇଗଲାଣି । କିଛି ଦିନ ପୁର୍ବରୁ ସହର ଭିତରେ ଜଣେ ଯୁବକକୁ ନିଜ ଭାଇ ହତ୍ୟା କରିଥିବା ଦୁଇ ଦିନ ନପୁରୂଣୁ ଆଜି ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ରେ ପୁଣି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ସେହି ଗାଁର ବୁଦ୍ଧଦେବ ନାଗ ବୋଲି ଜଣାପଡିଛି । ଘଟଣାସ୍ଥଳ ରେ ଟିକ୍ରାପଡା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now