ସମଲେଶ୍ଵରୀ ଯୋଗ କେନ୍ଦ୍ରରେ ଗୁରୁ ପୁର୍ଣିମା ପାଳିତ

Spread the love

ବଲାଙ୍ଗିର : ସ୍ଥାନୀୟ କଳା ମଣ୍ଡଳ ରୋଡ ସ୍ଥିତ ସମଲେଶ୍ୱରୀ ଯୋଗ କେନ୍ଦ୍ରରେ ଗତକାଲି ସନ୍ଧ୍ୟାରେ ଗୁରୁ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁଙ୍କ ମହିମା ଯୋଗ ପ୍ରାଣାୟମ ମହତ୍ତ୍ଵ ବିଷୟ ଆଲୋଚନା ହୋଇଥିଲା। ଯୋଗ ଧ୍ୟାନ ସତସଙ୍ଗ କାର୍ଯ୍ୟକ୍ରମ କରି ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥିଲା।

ମହିଳା ପତାଞ୍ଜଳୀ ଜିଲ୍ଲା ପ୍ରଭାରୀ ସୁଜାତା ଦିଶ୍ରି, ସହ ପ୍ରଭାରୀ ନୀହାରିକା ମିଶ୍ର, ସଂଗଠନ ମନ୍ତ୍ରୀ ସରୋଜା ମାଝୀ, ସମ୍ପାଦକ ଦିପ୍ତିମୟୀ ମିଶ୍ର ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଯୋଗକେନ୍ଦ୍ରର ସଭ୍ୟା ମାନେ ମିଳିତ ଭାବରେ ଗୁରୁ ପୂର୍ଣ୍ଣିମା ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *