ଦେଓଗାଁ ଚିନିକଳ ପୁନଃ ପ୍ରଚଳନ, ସୂତା କଳ ସ୍ଥାପନ ଦାବିରେ ପଥରଚେପା ଠାରେ କିଷାନ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ, ଧାରଣା

Spread the love

ବଲାଙ୍ଗିର : ଦେଓଗାଁ ଠାରେ ବନ୍ଦ ହୋଇ ପଡ଼ିଥିବା ଚିନି କଳକୁ ପୁନଃ ପ୍ରଚଳନ ଓ ସୂତାକଳ ସ୍ଥାପନ ଦାବିରେ କିଶାନ କଂଗ୍ରେସ ତରଫରୁ ଆଜି ସକାଳ ୧୦ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପାଟଣାଗଡ ରାସ୍ତାକୁ ଅବରୋଧ କରି ଧାରଣା ଦିଆଯାଇଥିଲା। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିନି କଳ ଚାଲୁ କରିବା ଦାବି କରି ଆସୁଥିବା ବିଲେଜର୍ସ ଇଣ୍ଡିଆ ପାର୍ଟି ତାଙ୍କର ସମର୍ଥନ ଏହି ଦାବି ପ୍ରତି ବଲାଙ୍ଗିରର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମର୍ଥନ ଜଣାଇ ତାଙ୍କ ସହିତ ସାମିଲ ହୋଇଥିଲେ।

ଏହି ରାସ୍ତା ବନ୍ଦ ଫଳରେ ଦୁଇ ପଟରେ ଶହ ଶହ ଚାରି ଚକିଆ ଯାନ ଅଟକି ରହିଥିଲା।

Leave a Reply

Your email address will not be published. Required fields are marked *