ବାଲେଶ୍ୱର ରାଜା ବଗିଚା ଟାଟା ପାଓ୍ୱାର ଗେଷ୍ଟ ହାଉସ ଗଛ ରେ ମୃତ ଶବ ଝୁଲନ୍ତା ଅବସ୍ଥାରେ ମିଳିଲା

Spread the love

ଭୁବନେଶ୍ୱର : ବାଲେଶ୍ୱର ରାଜା ବଗିଚା ଟାଟା ପାଓ୍ୱାର ଗେଷ୍ଟ ହାଉସ ଗଛରେ କର୍ମଚାରୀଙ୍କ ମୃତ୍ୟ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ତାଙ୍କର ମୃତ୍ୟୁର କାରଣ କଣ ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହେଲେ ମୃତକଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ।

ମୃତ ବ୍ୟକ୍ତି ଜଣକ ମୁଖୁରା ପଞ୍ଚାୟତର ରହଣି ଗ୍ରାମର ରାମ ଗୋପାଳ ଦାସ, ଏକ ବର୍ଷ ଧରି ଟାଟା ପାଓ୍ୱାର ଗେଷ୍ଟ ହାଉସରେ ହାଉସ୍ କିପର ଭାବେ କାର୍ଯ୍ୟକରୁଥିଲେ।

Leave a Reply

Your email address will not be published. Required fields are marked *