ବାଲେଶ୍ୱର : ବିଦ୍ୟୁତ ଆଘାତରେ ଚାଲିଯାଇଛି ମା ପୁଅଙ୍କ ଜୀବନ । ପୁଅକୁ ବଞ୍ଚାଇବାକୁ ଯାଇ ମା ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଗ୍ରାମରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାର୍ତିକ ସେଠି ଘର କାମ କରୁଥିବା ବେଳେ ଲୁହା ରଡରେ ବିଦ୍ୟୁତ ଆଘାତ ଲାଗିଥିଲା । ପୁଅର ପାଟି ଶୁଣି ମା ଜୟନ୍ତୀ ସେଠି ପୁଅକୁ ବଞ୍ଚାଇବାକୁ ଯାଇଥିଲେ । ତେବେ ଉଭୟଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now