ଉଠାଦୋକାନ ଉପରେ ଚଢିଗଲା କାର୍‌

ଭାରସାମ୍ୟ ହରାଇ ଉଠାଦୋକାନ ଉପରେ ଚଢିଗଲା କାର୍‌। ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ସଡ଼କ ଦୁର୍ଘଟଣା । ଉଠାଦୋକାନ ଉପରେ କାର ଚଢ଼ିଯିବା ଫଳରେ ୪ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପରିବା ଓ ଚା’ ଦୋକାନ ଉପରେ କାରଟି ଚଢିଯାଇଥିଲା । ସମସ୍ତ ଆହତ ଓ ଗୁରୁତରଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *