ଧାନର କଟଣି ଛଟଣି । ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା । ବାସୁଦେବପୁର ବ୍ଲକ ଏଡ ତାଳ ସମବାୟ ସମିତି ସମ୍ମୁଖରେ ଧାନର କଟଣି ଛଟଣିକୁ ବିରୋଧ କରି ଧାରଣା । ଚଳିତ ମାସ ୫ ତାରିଖ ରୁ ଉଦ୍ଘାଟନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଲର ଧାନ ନେଉ ନ ଥିବାରୁ ଏହି ଧାରଣା ଦିଆଯାଇଛି। କୃଷକ ସଭାର ସଭାପତି ହରିହର ନାୟକଙ୍କ ନେତୃତରେ ଶତାଧିକ ଚାଷୀ ଏହି ଧାରଣା ରେ ସାମିଲ ହୋଇଛନ୍ତି। ଯେପର୍ଯ୍ୟନ୍ତ ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଗଣ ଧାରଣରେ ବସିବେ ବୋଲି ଚାଷୀ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now