ଭୁବନେଶ୍ୱର

୨୧ ଡୁପ୍ଲେକ୍ସ  ଭାଙ୍ଗିବ ବିଡିଏ

ଭୁବନେଶ୍ୱର: ଆଜି ବାଲିଅନ୍ତା ତହସିଲ୍ ଝିଣ୍ଟିଶାସନ ଗ୍ରାମରେ ଥିବା ତ୍ରାହି ଅଚ୍ୟୁତ ନଗରର ୨୧ଟି ଡୁପ୍ଲେସ୍କ କୁ ଭାଙ୍ଗିବ ବିଡିଏ। ଏହି ସବୁ ଡୁପ୍ଲେସ୍କ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ବିଡିଏ ସୂଚନା ଦେଇଛି। ବିଡିଏ ର ବିନା ଅନୁମତିରେ ଏ ସବୁ ଡୁପ୍ଲେସ୍କ ନିର୍ମାଣ ହୋଇଥିଲା। ଗତକାଲି ଏ ନେଇ ପ୍ରଶାସନ ମାଇକ୍ ଯୋଗେ ପ୍ରଚାର କରି ତ୍ରାହି ଅଚ୍ୟୁତ ନଗର ରେ ସୂଚନା ଦେଇଛି । ବିଡିଏ , ସ୍ଥାନୀୟ ପ୍ରଶାସନ , ବାଲିପାଟଣା ପୋଲିସ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଡୁପ୍ଲେସ୍କ ଭଙ୍ଗାଯିବ ।

Related Articles

Leave a Reply

Your email address will not be published.

Back to top button