ଭୁବନେଶ୍ୱର

ଦେଶୀ ମଦ ଭାଟିରେ ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ବଡ ଧରଣର ଚଢାଉ। ନିଜେ ଡିସିପି ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢାଉରେ ସାମିଲ ହୋଇଛନ୍ତି। ତେବେ ମାଦକ ଦ୍ରବ୍ୟ କାରବାର ସୁରାଗ ପାଇ ଘଟଣା ସ୍ଥଳରେ ଚଢାଉ କରାଯାଇଛି। ଏକ ଦେଶୀ ମଦ ଭାଟି ଠାବ କରି ତାକୁ ଭଙ୍ଗା ଯାଇଛି।

Related Articles

Leave a Reply

Your email address will not be published.

Back to top button