କଳା ଓ ସଂସ୍କୃତିଭୁବନେଶ୍ୱର

ଶତାଧିକ ଲୋକଙ୍କୁ ନେଇ ହେବ ଗଣେଶ ପୂଜା : BMC କମିଶନର

ଭୁବନେଶ୍ୱର:  ଗଣେଷ ପୂଜାକୁ ନେଇ BMC କମିଶନରଙ୍କ ପ୍ରତିକ୍ରିୟା। ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ପୂଜା। ଏଥର ପରଦା ଆଢୁଆଳରେ ନୁହେଁ ଭକ୍ତ ସିଧାସଳଖ ଦର୍ଶନ କରିପାରିବେ। କୋଭିଡ୍ କଟକଣା ଉଠିଛି କିନ୍ତୁ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି BMC କମିଶନର । ମୂର୍ତ୍ତୀ ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ବରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ କରିଛନ୍ତି ।  ଚଳିତ ବର୍ଷ ରାଜଧାନୀରେ 50 ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର।

Related Articles

Leave a Reply

Your email address will not be published.

Back to top button