ଭୁବନେଶ୍ୱର

ବନ୍ଦ ହେଲା ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରେ ମାଡମରା ଘଟଣାl ବନ୍ଦ ହେଲା ନିଶା ନିବାରଣ କେନ୍ଦ୍ର। ଇନ୍ଫୋଭ୍ୟାଲି ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଡିଏସଏସଓ ମଧ୍ୟ ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ସେପଟେ ଏହି ଘଟଣାରେ ନିଶା ନିବାରଣ କେନ୍ଦ୍ରର ଜଣେ ଅଧିକାରୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ଜଣାପଡିଛି। ସୂଚନା ଅନୁଯାୟୀ, ନିଶା ନିବାରଣ କେନ୍ଦ୍ରରରେ ଅକଥନୀୟ ଅତ୍ୟାଚର ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହି ଘଟଣାକୁ ଦୃଢତାର ସହକାର ନେଇଥିଲା ଇନ୍ଫୋଭ୍ୟାଲି ଥାନା ଅଧିକାରୀ। ଏନେଇ ଘଟଣାର ଛାନଭିନ ଜାରି ରଖିଛି ପୋଲିସ।

Related Articles

Leave a Reply

Your email address will not be published.

Back to top button