ବିଜେପି ସଭାପତି ଜେପି ନଡ୍ଡା ଆସନ୍ତା କାଲି ପହଞ୍ଚିବେ ଝାରସୁଗୁଡା

Spread the love

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ବରଗଡ଼ ଲୋକସଭା କ୍ଷେତ୍ରରେ କର୍ମୀ ସମ୍ମିଳନୀରେ ଯୋଗଦେବେ । ୨୩ରେ ଭବାନୀପାଟଣା କାର୍ଯ୍ୟକ୍ରମରେ ହେବେ ସାମିଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ସମ୍ପର୍କରେ ସୂଚନେ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *