ଯାନ୍ତ୍ରିକ ତ୍ରୁଟି, ଚିଲିକା ମଝିରେ ଫସିଲା ଡ଼ଙ୍ଗା

Spread the love

ପୁରୀ ଛ ଆଜି ପୂର୍ବାହ୍ନରେ ଜହ୍ନିକୁଦାରୁ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଏକ ମୋଟର ବୋଟ୍ ଚିଲିକା ମଝିରେ ଫସିଛି । ପାଣି ଭିତରେ ପାଖାପାଖି ୪ କି.ମି. ଯିବାପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଡ଼ଙ୍ଗାଟି ଅଟକି ଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *