ଓଡ଼ିଶା

ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ: ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରି ଚାଷୀଙ୍କୁ ଭେଟି ଦେଇଛନ୍ତି।  ଦେଓ  ଓ  ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ୱାରା ୩ ଟି ଜିଲ୍ଲାର ହଜାର ହଜାର ଚାଷି ଉପକୃତ ହୋଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଳକ୍ଷ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି।  ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୁରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ଟିକପଡ଼ାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ୧୫୦ ଜଣ ପୋଲିସ ଅଫିସର ମାନଙ୍କୁ ମୁତୟନ କରାଯାଇଛି।

Leave a Reply

Your email address will not be published.

Back to top button