କାରଗିଲ ବିଜୟ ଦିବସରେ ବଳିଦାନୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଗିଲ ବିଜୟ ଦିବସରେ ବଳିଦାନୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି, କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଆମର ବୀର ସୈନିକ ମାନଙ୍କ ବୀରତ୍ୱ ଓ ସାହସିକତାକୁ ନମନ କରୁଛି । ମାତୃଭୁମିର ପ୍ରତ୍ୟେକ ଇଞ୍ଚ ଜମିର ସୁରକ୍ଷା ପାଇଁ ସାହସିକ ପ୍ରତିବଦ୍ଧତା ଓ ନେତୃତ୍ୱ ଭାବ ପ୍ରଦର୍ଶନ କରିଥିବା ବଳିଦାନୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

Leave a Reply

Your email address will not be published. Required fields are marked *