ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ

Spread the love

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ। ଦାଦାବଟିକୁ ବିରୋଧ ସାଙ୍ଗକୁ Arms actରେ କାର୍ଯ୍ୟାନୁଷ୍ଠାନକୁ କଠୋର କରୁଛି ପୋଲିସ। ଜାନୁଆରୀ ୧ ରୁ ଅଗଷ୍ଟ ୩୧ ମଧ୍ୟରେ ରୁଜୁ ହୋଇଛି ୧୦ ଟି କେସ। ୮ଟି ଦେଶୀ ବନ୍ଧୁକ, ଗୋଟିଏ ରିଭଲଭର ଓ ରାଇଫଲ ଜବତ। ୧୦ ଟି କେସରେ ୧୭ ଜଣଙ୍କୁ ବାନ୍ଧିଛି ପୋଲିସ।

 ଲୋକଙ୍କ ସୁରକ୍ଷା କମିଶନରେଟ ପୋଲିସର ପ୍ରାଥମିକତା ବୋଲି ଡିସିପି କହିଛନ୍ତି।  ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଆଗକୁ ଏହି ଅପରେସନ ଜୋରଦାର ହେବା ନେଇ ଡିସିପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *