କଟକକଳା ଓ ସଂସ୍କୃତି

ମୂର୍ତ୍ତୀ ନିର୍ମାଣରେ ଲାଗିଛନ୍ତି ୪୦୦ ଦିବ୍ୟାଙ୍ଗ

କଟକ: ଆଉ ଦିନ କେଇଟା ପରେ ପାଳନ ହେବ ଗଣେଶ ପୂଜା। ଏନେଇ ଗଜାନନଙ୍କ ମୂର୍ତ୍ତୀ ପ୍ରସ୍ତୁତି ଜୋରଦାର ଚାଲିଛି । ମୂର୍ତ୍ତୀ ନିର୍ମାଣରେ ଲାଗିଥିବା ଏହି ଯୁବକମାନେ ନା ହେଉଛନ୍ତି କୁମ୍ଭକାର ନା ଶିଳ୍ପୀ । ଏମାନେ ହେଲେ ଜଣେ ଜଣେ ଦିବ୍ୟାଙ୍ଗ । କଟକ ଜିଲ୍ଲାର ପାଖାପାଖି 400ରୁ ଅଧିକ ଦିବ୍ୟଙ୍ଗ ଏକାଠି ହୋଇ ଗଣେଷ ପୂଜା ପୁରା ନିଆରା ଭାବେ ପାଳନ କରିଥାନ୍ତି। 15 ଫୁଟ ଉଞ୍ଚତାର ମୂର୍ତ୍ତୀ ନିଜେ ତିଆରି କରି ନିଜେ ରଙ୍ଗ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ।

Related Articles

Leave a Reply

Your email address will not be published.

Back to top button