କଟକକଳା ଓ ସଂସ୍କୃତି

ବାଲିଯାତ୍ରା ପାଇଁ ସଜବାଜ କଟକ

କଟକ: ଐତିହାସିକ ବାଲିଯାତ୍ରା ପାଇଁ ସଜବାଜ ହେଉଛି କଟକ ଜିଲ୍ଲା ପ୍ରଶାସନ । କରୋନା କଟକଣା ପାଇଁ ବନ୍ଦ ହୋଇଥିଲା ବାଲିଯାତ୍ରା । ଚଳିତ ବର୍ଷ ଧୁମଧାମରେ ବାଲିଯାତ୍ରାକୁ ପାଳନ କରିବାକୁ ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ପ୍ରଶାସନ । ହାଡ଼ିଆପଠାରେ ବାଲିପୋତା ଦ୍ୱାରା ସୃଷ୍ଟି ହୋଇଥିବା ନୁତନ ଜାଗାକୁ ନେଇ ଏଥର ବାଲିଯାତ୍ରାର ଆକାର ହେବ ବିଶାଳ । ପାଖାପାଖି 100 ଏକର ଜାଗା ଉପରେ ଆୟୋଜନ ହେବ ଯାତ୍ରା । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳା କାରମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କଯ୍ୟକ୍ରମ।

Related Articles

Leave a Reply

Your email address will not be published.

Back to top button