ପୋଖରୀରେ ବୁଡି ୨ ଭଉଣୀ ମୃତ

ବାସୁଦେବପୁରରେ ଅଘଟଣ । ବାସୁଦେବପୁର ବ୍ଲକ ଅନ୍ତର୍ଗତ କିସମତକୃଷ୍ଣପୁର ଗ୍ରାମର ଦାସ ଡିହ ମଳିକ ସାହିର ୨ ନାବାଳିକା ଭଉଣୀ ପୋଖରିରେ ପଡି ମୃତ ହୋଇଛି । ସୂଚନାଅନୁଯାୟୀ ୨ ଭଉଣୀ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ। ପରିବାର ସେମାନଙ୍କୁ ଖୋଜାଖୋଜି କରି ପୋଖରୀ ରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତର ଖାନା କୁ ନେଇ ଆସିଥିଲେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *