ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

ଆଳିର ପୂର୍ବତନ ବିଧାୟକ ତଥା ଆଳିର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କର ପରଲୋକ । ୬୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ଆଠଟା ବେଳେ ଦେହାନ୍ତ ହୋଇଥିବା ସୂଚନା। ଦୀର୍ଘ ଦିନ ହେବ ରୋଗରେ ପୀଡିତ ଥିଲେ ସ୍ୱର୍ଗତ ଦେବେନ୍ଦ୍ର ଶର୍ମା। ବିୟୋଗ ଖବରରେ କେନ୍ଦ୍ରାପଡ଼ା କଂଗ୍ରେସ ମହଲରେ ଶୋକର ଛାୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *