ଜାତୀୟମନୋରଞ୍ଜନ

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ରେ ଦୀପିକା ଙ୍କ ଜଲବା

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଚଳଚ୍ଚିତ୍ର ଜଗତର ସବୁଠୁ ବଡ ନାମ ହୋଇଥିବାରୁ ସମସ୍ତଙ୍କ ଧ୍ୟାନ ଏହି କାର୍ଯ୍ୟକ୍ରମ ଉପରେ ଥାଏ | ଭାରତୀୟ ଅଭିନେତା ଓ ଅଭିନେତ୍ରୀ ମାନେ ଏଠାରେ ଯୋଗ ଦେଇ ପ୍ରତିବର୍ଷ ନିଜର ଜଲବା ଦେଖେଇଥାନ୍ତି | ବଲିଉଡ ର ରାଣୀ ପଦ୍ମାବତୀ ଭାବରେ ପ୍ରସିଦ୍ଧ ଦୀପିକା ପାଦୁକୋନ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଯୋଗ ଦେଇଛନ୍ତି | ଏବର୍ଷ ତାଙ୍କୁ ଏକ ଗୁରୁ ଦାଇତ୍ଵ ଦିଆଯାଇଥିଲା | ଏବର୍ଷ ସେ ଜୁରୀ ମେମ୍ବର ଭାବରେ ଅଂଶଗ୍ରହଣ କରିଛନ୍ତି | ଦୀପିକା ନିଜର ଷ୍ଟାଏଲିଶ ପୋଷାକ ରେ ଏକ ନିଆରା ଛାପ ଛାଡିଛନ୍ତି | ପାଦୁକୋନ ଚଳିତ ବର୍ଷ ଅନେକ ଲୁକ୍ ସହିତ ପରୀକ୍ଷଣ କରି ତାକୁ ସୋସିଆଲ ମିଡିଆ ମାଧ୍ୟମରେ ସେଆର କରିଛନ୍ତି |

Related Articles

Leave a Reply

Your email address will not be published.

Back to top button