ଢେଙ୍କାନାଳ: ହିନ୍ଦୋଳ ରୋଡ଼ ନିକଟସ୍ଥ ଓପିଏସ ମହାବିଦ୍ୟାଳୟ ରାସ୍ତା ନିକଟରେ ଦୁର୍ଘଟଣା। ମାଲ୍ ବୋଝେଇ ହାଇୱା ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ଜଣଙ୍କ ଗୁରୁତର ହୋଇଛନ୍ତି। ମୃତକ ସୋରତ ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସବ ଜବତ କରିବା ସହ ଗୁରୁତର ଚାଳକକୁ ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now