ଏମ୍ସରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ଭୀଷଣ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ମାନଙ୍କର ଏମ୍ସରେ ଡିଏନଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ୧୦ରୁ ଅଧିକ ପରିବାର ମୃତଦେହ ଚିହ୍ନଟ ପାଇଁ ସାମ୍ପଲ ଦେଇଛନ୍ତି । ଭୁବନେଶ୍ବରକୁ ମୋଟ୍ ୧୯୩ ମୃତଦେହ ଅଣାଯାଇଛି । ସେଥିମଧ୍ୟରୁ ୧୨୩ ମୃତଦେହ ଏମ୍ସରେ ରଖାଯାଇଛି । ଏଯାବତ୍ ୯୬ଟି ମୃତଦେହ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *