ପୁଣି ଜେଲ୍ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ

Spread the love

ଭୁବନେଶ୍ୱର : ରିମାଣ୍ଡ ଅବଧି ସମାପ୍ତ ହେବା ପରେ କୋର୍ଟରେ ହାଜର ହେବା ପରେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୁଣି ଥରେ ଜେଲ ଯାଇଛନ୍ତି ।

ଉଲ୍ଲେଖନୀୟ ଯେ ପାଞ୍ଚ ଦିନିଆ ରିମାଣ୍ଡ ସମାପ୍ତ ହେବା ପରେ ଆଜି ତାଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ।

ଭିଜିଲାନ୍ସ ତାଙ୍କୁ ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ ଆହୁରି ସମ୍ପତ୍ତି ଠାବ କରିଥିବା ଜଣା ପଡିଛି ।

ପୂର୍ବରୁ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା -ଯାହା ନିଜସ୍ୱ ଆୟ ତୁଳନାରେ 500 ପ୍ରତିଶତରୁ ଅଧିକ ଥିଲା ।

Leave a Reply

Your email address will not be published. Required fields are marked *