କୁବେର ପୂର୍ବତନ ଯୋଗାଣ ଅଧିକାରୀ ଗିରଫ

Spread the love

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢାଉ ବେଳେ ବ୍ରଜେନ୍ଦ୍ରଙ୍କର ଅମାପ ସମ୍ପତି ଠାବ ହୋଇଥିଲା । ବର୍ତମାନସୁଦ୍ଧା ଭୁବନେଶ୍ୱରରେ ୫ଟି ବହୁତଳପ୍ରାସାଦ, ୭ଟିପ୍ଲଟ୍, ୧ଫାର୍ମ ହାଉସ୍, ନିମାପଡାରେ ୧ମାର୍କେଟକମ୍ପେ୍ଲକ୍ସ ଯେଉଁଥିରେ ୧୦ଟିଦୋକାନ ଓ୨୦୦୦ସ୍କ୍ୱାରଫିଟଏରିଆର ୧ହଲ, ଜମା ୧.୫କୋଟି ଇତ୍ୟାଦି ମିଳିଛି । ଆଜି ମଧ୍ୟ ଚଢାଉ ଜାରି ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *