ଗଞ୍ଜାମ : ରାଜ୍ୟ ସରକାର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରୂପେ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ । ପୂର୍ବରୁ ଏହି ପଦବୀରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରହିଥିଲେ । ଏହି ପଦବୀରେ ମନୋନୀତ ହେବା ପରେ ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୋ ଉପରେ ଆଶା ଓ ବିଶ୍ଵାସ ରଖି ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟୀତ୍ଵ ଦେଇଛନ୍ତି ତାହାକୁ ଠିକ୍ ରୂପେ କାର୍ଯ୍ୟକାରୀ କରିବି।

Naxatra News is now on Whatsapp
Join and get latest news update delivered to you via whatsapp
Join Now